ବିଦେଶୀ ବଦଳରେ ସ୍ୱଦେଶୀ ହେଲିକପ୍ଟର ବ୍ୟବହାର ଉପରେ ଗୁରୁତ୍ୱ ଦେବ ଭାରତ

ନୂଆଦିଲ୍ଲୀ: ଅସ୍ତ୍ରଶସ୍ତ୍ର ଦୃଷ୍ଟିରୁ ଭାରତ ଏବେ ଅନ୍ୟ ଦେଶ ଉପରେ ନିର୍ଭରଶୀଳତା ହ୍ରାସ କରୁଛି। ବିଶେଷକରି ରୁଷ ଉପରେ ଭାରତ ଅଧିକ ନିର୍ଭରଶୀଳ ଥିବାରୁ ତାହାକୁ କମାଇବାକୁ ଉଦ୍ୟମ କରାଯାଉଛି। ବିଦେଶୀ ଅସ୍ତ୍ରଶସ୍ତ୍ର ତୁଳନାରେ ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ଉପରେ ଗୁରୁତ୍ୱ ଦିଆଯାଉଛି। ଆଗାମୀ କିଛି ବର୍ଷ ମଧ୍ୟରେ ରୁଷ ନିର୍ମିତ ଏମଆଇ-୧୭ ହେଲିକପ୍ଟର ଉପରୁ ନିର୍ବରଶୀଳତା କମାଇ ହାଲ ନିର୍ମିତ ହେଲିକପ୍ଟର ବ୍ୟବହାର ପାଇଁ ଭାରତ ଯୋଜନା କରୁଛି।ହାଲର ଜଣେ … Continue reading ବିଦେଶୀ ବଦଳରେ ସ୍ୱଦେଶୀ ହେଲିକପ୍ଟର ବ୍ୟବହାର ଉପରେ ଗୁରୁତ୍ୱ ଦେବ ଭାରତ